Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Others

4.0  

Papu parida

Drama Others

ମୋ ପରିବାର

ମୋ ପରିବାର

1 min
285


ମାନୁଛି ମୋ ଜୀବନରେ ଯନ୍ତ୍ରଣା ଅଛି ,

କିନ୍ତୁ ମୋ ମା ମୋତେ ଜନ୍ମଦେଲା ବେଳେ

ସହିଥିବା ଯନ୍ତ୍ରଣା ଠୁ ଅଧିକ ନୁହେଁ।

ମୋ ପରିବାର ବିନା ଏ ଦୁନିଆ ମୋ ପାଇଁ କିଛି ବି ନୁହେଁ।


ମାନୁଛି ମୋ ଜୀବନରେ କଷ୍ଟ ଅଛି,

କିନ୍ତୁ ମୋ ବାପା ମୋତେ ଗୋଟିଏ ବଡ଼ ମଣିଷ

କରିବା ପାଇଁ ସହୁଥିବା କଷ୍ଟରୁ ଅଧିକ ନୁହେଁ।

ମୋ ପରିବାର ବିନା ଏ ଦୁନିଆ ମୋ ପାଇଁ କିଛି ବି ନୁହେଁ।


ମାନୁଛି ମୋତେ ବହୁତ ଲୋକ ଘୃଣା କରନ୍ତି,

କିନ୍ତୁ ମୋ ଭାଇ ମୋତେ

କରୁଥିବା ପ୍ରେମ ଠୁ ଅଧିକ ନୁହେଁ।

ମୋ ପରିବାର ବିନା ଏ ଦୁନିଆ ମୋ ପାଇଁ କିଛି ବି ନୁହେଁ।


ମାନୁଛି ବହୁତ ଲୋକ ମୋତେ ଅବିଶ୍ୱାସୀର ଅଖ୍ୟା ଦେଇଛନ୍ତି,

କିନ୍ତୁ ମୋ ପରିବାର ମୋ ଉପରେ କରୁଥିବା

ବିଶ୍ୱାସ ରୁ ଅଧିକ ନୁହେଁ।

ମୋ ପରିବାର ବିନା ଏ ଦୁନିଆ ମୋ ପାଇଁ କିଛି ବି ନୁହେଁ।


Rate this content
Log in

Similar oriya poem from Drama