Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Panda

Abstract Others

5.0  

Bijaya Panda

Abstract Others

ମୋ ପରିବାର

ମୋ ପରିବାର

1 min
426


ସୁଖରେ ଦୁଃଖରେ ତୁମେ ଥାଅ ସାଥିରେ

କଟିଯାଉ ଏ ଜୀଵନ ତୁମରି ସ୍ନେହ ଶ୍ରଦ୍ଧାରେ


ପିତାମାତା ଭାଇ ଭଗିନୀ ସହଧର୍ମିଣୀ ସନ୍ତାନ

ତୁମେ ସଭିଏଁ ମୋର ଜୀବନ ମୋ ହୃଦସ୍ପନ୍ଦନ


ଏଇ ଜୀବନ ସିନା ସେଇ ମହାପ୍ରଭୁଙ୍କ ବରଦାନ

ପରିବାରର ବିନା ପ୍ରାଣ ନଥିବା ଦେହପରି ଏ ଜୀବନ


ପରିବାର ସାଥେ ପ୍ରତିଟି ମୁହୂର୍ତ୍ତ ଆଶୀର୍ବାଦଭରା ହେଉ

ହେ ବିଶ୍ଵନିଅନ୍ତା ଏତିକି ଅଳି ହେ ତୁମ ଚରଣରେ ଥାଉ



Rate this content
Log in