STORYMIRROR

puja pradhan

Romance Inspirational

3  

puja pradhan

Romance Inspirational

ମୋ ପ୍ରେମିକା ରାଣୀ

ମୋ ପ୍ରେମିକା ରାଣୀ

1 min
353

ମୁଁ କହିଲି ତୁମେ ମୋତେ

   ଆଉ ଭଲ ପାଉନ

ଯଦି ଭଲ ପାଅ ନିଜ ମନ

   ଖୋଲି କେବେ କହିନ

ସତରେ କୁହତ କେତେ ଭଲ ପାଅ

   ମୋ ରାଣ ଖାଇ

 ତୁମେ କହୁଥିଲ ତୁମ ରାଣ ଛାଡି

   ଯାହା କୁହ ସବୁ କରିବି ମୁହିଁ

 ତୁମେ ଜାଣ ନାହିଁ କେତେ ଦାମିକା ଯେ

    ତୁମେ ମୋ ପାଇଁ

  ଆକାଶ ବୁକୁରେ ଅସଂଖ୍ୟ

    ତାରାରେ ଜହ୍ନ ଯେମିତି

  ତୁମରି ପ୍ରେମରେ ମୋ ଦୁନିଆ ରଙ୍ଗ

    ସାତ ରଙ୍ଗଭରା ଇନ୍ଦ୍ରଧନୁ ଯେମିତି

 ପ୍ରେମର ମହକ ପ୍ରେମଠୁ ପବିତ୍ର

    ଦୁନିଆରେ ଆଉ କିଛିବି ନାହିଁ

 ଅବୁଝା ପ୍ରେମିକା ତୁମେ ଯେ ମୋହର

   ଖାଲି କହୁଥାଅ ମୁଁ ତୁମକୁ ଭଲ ପାଏନାହିଁ

 ସତରେ କହୁଛି ଗୋଟିଏ କଥା

    ଚାନ୍ଦର ଚାନ୍ଦିନୀ ମୋ ପ୍ରେମ କାହାଣୀ

ମୋ ଜୀବନରେ ତୁମେ ଅତି ଆପଣାର

   ମୋ ପ୍ରେମିକା ରାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance