STORYMIRROR

Liza Senapati

Abstract

3  

Liza Senapati

Abstract

ମୋ ପ୍ରେମ

ମୋ ପ୍ରେମ

1 min
11.5K

ମୋ ପାଇଁ ତୁ , ମିଠା ସପନଟେ, ଭିଜା ଭିଜା ମାଟିର, ସୁଗଦ୍ଧ ଭରା ଅତର ଟିଏ, ପଲକେ ମୋର, ସପନ ତୋର, ଢେଉ ଭଳି କରେ ଗର୍ଜନ, କେବେ କୂଳ ଛୁଇଁଯାଏ, କେବେ ସୀମା ଲଘେଂ,. ପାରିନି ମାପି ତୋ ପାଇଁ , ପ୍ରେମକୁ ମୋର, ଝିପି ଝିପି ବର୍ଷା ର , ଟୋପାରେ ଦେଖିଚି ଛବି ତୋର, ଦେଖିଚି ତୋ ପ୍ରେମ, ଦେଖିନି ଛଳନା ତୋର, ନିଜଠୁ ଅଧିକ ପାଇଚି ଭଲ, ସଦା ରହ ହେଇ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract