STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ମୋ ଓଢ଼ଣି

ମୋ ଓଢ଼ଣି

1 min
166


ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ


ଓଢ଼ଣିରେ ମୋର ଦାଗ ଲାଗିଗଲା,

ପାଞ୍ଚ ତତ୍ତ୍ୱରେ ବୁଣା ଓଢ଼ଣି, ଷୋହଳ ଶହ ସୁତା ଲାଗିଲା,

ମାତାଙ୍କ ଘରୁ ଆସିଥିଲା ଏ, ଶ୍ୱଶୁର ଘରେ ମଳିନ ହେଲା । 

ମନ୍ଥି ମନ୍ଥି ଯେତେ ଧୋଇଲେ ମଧ୍ୟ ଦାଗ ଯାଉନାହିଁ କେବେ,

ଯେବେ ପ୍ରିୟ ମୋ ନିଜର ଭାବି ଜ୍ଞାନର ସାବୁନ ଦେବେ,

କବୀର କହେ ସେତେବେଳେ ସେ ଦାଗ ସବୁ ଲିଭିଯିବେ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Classics