STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ମୋ ନିଜ ଅନୁଭୂତି

ମୋ ନିଜ ଅନୁଭୂତି

1 min
152

ଯଦି କିଏ ଦେଖା ହୁଏ

ଅଜଣା ବାଟରେ

ମନେ ମନେ ଭାବୁ ଥାଏ

ଯିବା ପାଇଁ ତାରି ସାଥିରେ


ଅଜାଣତରେ ହେଇ ଯାଏ

ଅଡୁଆ ସୁତା ର ସମ୍ପର୍କ

ତାକୁ ଛାଡି ରହିବାର

ନାଁହି କିଛି ବିକଳ୍ପ


ଦିନ ରାତି ମନେ

ପଡେ ତାରି କଥା

ନ ଭାବିଲେ କେଜାଣି

ପାଣିବି ଲାଗେ ପିତା


ସିଏ ପୁଣି ଦିନେ ମୋତେ

ଅଧା ବାଟେ ଛାଡି ଦେଲା

ମୁଁ ଜାଣିନି ସିଏ

ଏମିତି କାହିଁକି କଲା


ଲୁହର ମାନେ ମୁଁ

ଠିକ୍ ବୁଝିଛି

ହସ ନାଁହି ମୋ ଜୀବନେ

ମୁଁ ନୀତି କାନ୍ଦୁଛି


ତାରି ସ୍ମୃତିରେ କାଟି ମୁଁ

ଦେଲିଣି କେତେ ଦିନ ରାତି

ଏଇ ଲେଖାଟି ମୋ

ନିଜସ୍ଵ ଲେଖା ମୋ ନିଜ ଅନୁଭୂତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract