STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ମୋ ନାୟିକା

ମୋ ନାୟିକା

1 min
254

ବିଷୁବ ରେଖାର ନାୟିକା ତୁମେ

ଶୀତଳ ପରଷ ଦିଅ

ମୋ ରକ୍ତର ଏକ ଜମାଟ ତୁମେ

ତୁମ ହୃଦୟେ ମୋତେ ସାଇତି ରଖ ାାା

ଉତ୍ତର ମେରୁର ନାୟିକା ତୁମେ

କାହିଁକି ମୈାନ ରୁୁହ

 ପ୍ରେମରେ ତୁମେ ବନ୍ଧା ମୋ ଜୀବନ

ତୁମ ବିନା କେମିତିି ବଂଚିବି କୁହ ା

ବିଷୁବ ବୃୃତର ନାୟକ ମୁଁ

ତୁମକୁ ପାରୁନି ଭୁୁଲି

ହାତ ବଢାଇଲେ ଆମେ ଦୁୁହେଁ ବନ୍ଧୁ

ହେଲେ ସରମେ ମଥା ପଡୁୁଛି ନଇଁ ା

ବିଷୁବ ରେଖାରେ ଯେବେ ଥିବ ତୁମେ

କେମିତି ଯାଣିବି କୁହ

ଅକ୍ଷାନ୍ତ ହୋଇ ତୁୁମକୁ କହିବି

ଥରୁୁଟିଏ ମୋତେ ଚାହିିଁ ଦିିଅ ା

ଜୀବନ ଜ୍ବାଳାରେ ଦ୍ରାଘିମା ସାଜି

ଉତ୍ତର ମେରୁରୁ ଆସି

ଶୂନ୍ୟ ଥାଳି ମୋର ଉଭେଇ ଯିିବ

ତୁମେ ଯେବେ ଆସିବ

ମୋ ନାୟିକା ସାଜି ାାାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance