STORYMIRROR

Manoja kumar Pattnayak

Fantasy

3  

Manoja kumar Pattnayak

Fantasy

ମୋ ମନର ରାଣୀ

ମୋ ମନର ରାଣୀ

1 min
274

ମୁଁ ଖୋଜୁଛି ଏମିତି ଓଡ଼ିଆ ଘରର ଝିଅ

ଯିଏ ଓଢଣୀ ଭିତରେ ଲୁଚାଏ ମୁହଁ

ପଦିଏ କଥାରେ ଝରାଏ ଲୁହ

ଅଛିକି ଏମିତି ଓଡ଼ିଆ ଝିଅ ।

ସକାଳ ସଞ୍ଜରେ ଠାକୁର ଘରେ 

ବସି ପୂଜା କରୁଥିବ ସେ ଭକ୍ତିରେ

ମୋବାଇଲ୍ ନ ଥିବ ତାର ହାତରେ

ଗପୁ ନ ଥିବ ରାତି ଦିନରେ ।

ବୁଲୁ ନ ଥିବ ବସି ସ୍କୁଟି ପଛରେ

ଫେରୁ ନ ଥିବ ଘରକୁ ଡେରିରେ

କୋଉଠୁ ମିଳିବ ସେମିତି ଝିଅ

ଜାଣିଛ ଯଦି କିଏ ଖବର ଦିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy