Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lakshapati Podh

Romance

4.6  

Lakshapati Podh

Romance

ମୋ ମନର ଅକୁହା କଥା

ମୋ ମନର ଅକୁହା କଥା

1 min
287


ଜାଣିପାରୁ ନାହିଁ ଯେ ମୁଁ କାହିଁକି,

ତୁ ମୋତେ ଲାଗୁଛୁ ଅତି ନିଜର।

ସପନରେ ଆସୁଛୁ ତୁ,

ପୁଣି ମୋ ଭାବନା ରାଇଜରେ।

ମନ ମୋର କାହିଁକି ,

ଖାଲି ଖୋଜୁଛି ତୋତେ।

କହିବି କହିବି ବୋଲି ତୋତେ କହି ମୁଁ ପାରୁନି,

ନ କହିବି କଥାଟା ବି ମୁଁ ରହି ପାରୁନାହିଁ।

ମନରେ ମୋ ଭରିଅଛି,

ତୋ ପ୍ରତି କେତେ ପ୍ରେମ।

ହେଲେ ଓଠ ଖୋଲି କହି ପାରୁନାହିଁ,

ଲାଗୁଅଛି ଯେ ମୋତେ ଭ୍ରମ ।

ମୋତେ ଡର ଲାଗେ କାହିଁ କହିବାକୁ ତୋତେ,

କାଳେ ରାଗିଯାଇ ତୁ ମନା କରିଦେବୁ ମୋତେ।

ମିଛ କହୁନାହିଁ ମୁଁ ପ୍ରିୟା,

କହୁଅଛି ତୋତେ ସତ।


Rate this content
Log in

Similar oriya poem from Romance