STORYMIRROR

Lipika Naik

Classics Inspirational Others

3  

Lipika Naik

Classics Inspirational Others

ମୋ ମାଟିର ବାସ୍ନା

ମୋ ମାଟିର ବାସ୍ନା

1 min
175


ମୋ ମାଟିର ବାସ୍ନା ଗାଁର ଝିପି ଝିପି ବର୍ଷା ପରେ !

ମୋ ମାଟିର ବାସ୍ନା ଗାଁର ସେ ମାଟି ପକା ରାସ୍ତାରେ !

ମୋ ମାଟିର ବାସ୍ନା ଗାଁର ସେ ଚାଷ ବିଲରେ !

ମୋ ମାଟିର ବାସ୍ନା ଲଙ୍ଗଳ ମୁନର ସେ ଧାନ କ୍ଷେତରେ !

ମୋ ମାଟିର ବାସ୍ନା ପଖାଳ କଂସାର ସେ ଚାଳ ଘରୁ ଆସେ !

ମୋ ମାଟିର ବାସ୍ନା ଗାଁର ସେଇ ପୂଜାପର୍ବରୁ ଆସେ !

ମୋ ମାଟିର ବାସ୍ନା ପୁନେଇଁ ପର୍ବର ସେ ପିଠା, ପଣାରୁ ଵାସେ !

ମୋ ମାଟିର ବାସ୍ନା ଗାଁ ଖଳାରେ କହେ !

ମୋ ମାଟିର ବାସ୍ନା ପ୍ରତେକ ଓଡ଼ିଆଙ୍କ ମୁହେଁ ଦିଶେ !

ମୋ ମାଟିର ବାସ୍ନା ଗାଁର ସେଇ ମାଟି କାନ୍ଥର ଝୋଟିର ଚିତାରେ ଝଲସେ !



Rate this content
Log in

Similar oriya poem from Classics