STORYMIRROR

Lipika Naik

Others

3  

Lipika Naik

Others

କଲେଜ ସମୟ

କଲେଜ ସମୟ

1 min
194

   

କଲେଜ ସମୟ ବୟସର ଫୁଲ ବନ !

କଲେଜ ସମୟ ମନ ଦେହରେ ଲାଗେ ଡେଣା ତାର !

କଲେଜ ସମୟ ସାଙ୍ଗସାଥି ସହ ଗୋଟେ ସୁନ୍ଦର ସ୍ମୃତିର ଦିନ !

କଲେଜ ସମୟ ଜୀବନରେ କିଛି ଶିଖିବାର ଦିନ !

କଲେଜ ସମୟ ବେଳେ ବେଳେ ମସ୍ତି କରିବାର ମନ !

କଲେଜ ସମୟ ଭବିଷ୍ୟତର କିଛି ପାହାଚ ଚଢିବାର ସାଧନ!

କଲେଜ ସମୟ ନଲେଜ ବଢେ ବୋଲି କୁହନ୍ତି ଜନ

କଲେଜ ସମୟ ବୟସ ରାଜପଥେ ବାଟ ଵଣା ହୁଏ ମନ !

କଲେଜ ସମୟ କାହା ପାଖେ ଚଢେ ପ୍ରେମର ମିଶାଣ, ଫେଡ଼ାଣ !

କଲେଜ ସମୟ ଯୌବନର ଶୀତଳ ପବନ !

କଲେଜ ସମୟ ଭୁଲ ବି ହେଇଯାଏ ଅଜାଣତେ !


Rate this content
Log in