STORYMIRROR

Lipika Naik

Romance

4  

Lipika Naik

Romance

ଅଳପ

ଅଳପ

1 min
274

ଅଳପ ଦେଖାରେ ଅଳପ କଥାରେ,

ଅଳପ ଅଳପ କହିଥିଲ ହସି !


ଅଳପ ମନରେ ଅଳପ ଚାହିଁଲି,

ଅଳପରେ ଦେଲି ହୃଦୟକୁ ମୋର !


ଅଳପ ଭାବନା ଅଳପରେ କୁହନା ?

ଅଳପ ଲାଗିବ ଅନୁଭୂତିର ମୂର୍ଚ୍ଛନା !


ଅଳପ ଦିନରେ ଅଳପ ମିଳାମିଶା,

ଅଳପ ଲାଗେ ଆଜି ଏ ସମ୍ପର୍କର ବନ୍ଧନଟା !


ଅଳପ ଲାଞ୍ଚ୍ଛନା ଅଳପ ଛଳନା,

ଅଳପରେ ଦେଲି କହି !


ଅଳପ ଅଳପ ଲାଜଭରା ହସ,

ମନ ମୋର ନିଏ କିଣି !


ଆଖିରେ ତୁମର ତୀର ମାରି ଆଜି,

ଘାଇଲା କରିଲା ଛାତିରେ ବାଜି !


ଅଳପରେ ତୁମେ ବୁଝିଗଲ ବୋଲି,

ଅଳପରେ ନେଲି ନିଜର କରି !


ଉଚ୍ଚ ଆଶା ଆଉ କଣ ଵା ରଖିବି,

ତୁମେ ଯେବେ ହେଲ ମୋ ମନ ସଙ୍ଗିନୀ !



Rate this content
Log in

Similar oriya poem from Romance