STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ମୋ' ଜନ୍ମଭୂମି

ମୋ' ଜନ୍ମଭୂମି

1 min
197


ମୋ' ଗାଁ ମୋ' ମାଆ 

ମୋ' ସାହା ମୋ' ରାହା

ମୋ' ମାଟି ମୋ' ସ୍ୱପ୍ନ

ମୋ' ଦେବୀ ମୋ' ଦେବତା

ମୋ' ଲୁହ ମୋ' ହସ

ମୋ' ପିଲାଦିନ ମୋ' ସ୍ମୁତି

କେବେ ଭାବବିହ୍ୱଳ କରେ

କେବେ ଭାବପ୍ରବଣ କରେ

ମୋ' ଜନ୍ମ ମୋ' ଜୀବନ

ମୋ' ଅଳି ମୋ' ଅର୍ଦ୍ଦଳି

ମୋ' ରାଗରୁଷା ମୋ' ସବୁଆଶା

ମୋ' ସ୍ୱାଭିମାନ ମୋ' ଅଭିମାନ । 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract