STORYMIRROR

Ansuman Swain

Classics

4  

Ansuman Swain

Classics

ମୋ ଜୀବନ ଏକ ଭଲ ବନ୍ଧୁଟିଏ

ମୋ ଜୀବନ ଏକ ଭଲ ବନ୍ଧୁଟିଏ

1 min
96


ମୋ ଜୀବନ ଏକ  ଭଲ ବନ୍ଧୁଟିଏ

    ସଦା ରହି ଥାଏ ସାଥେ

ଭଲ ମନ୍ଦ ସବୁ      ବୁଝି ପରି ସିଏ 

   ଚଲାଏ ସଂସାର ରଥେ ।


ଯେତେ ଆସୁ ପଛେ      ଝଡ଼ ଜଞ୍ଜା ଦିନ

       ଯାଏ ନାହିଁ ପାଖ ଛାଡି

ବଞ୍ଚିବାର ରାହା        ଶିଖାଇ ,ଶିଖାଇ

    ଚଢ଼େ ସଫଳତା ସୀଢୀ ।


କେବେ ନାହିଁ ତାର      ରାଗ ବଭିମାନ

&n

bsp;   ନାହିଁ ତାର କ୍ରୋଦ୍ଧ ,ହିଂସା 

ତାର କର୍ମରେ ସେ    ଲିପ୍ତ ରହିଥାଇ

       ଶିଖାଏ ନୂତନ ଭାଷା ।


ଯେବେ ସୋଇ ଯାଏ     ସାଥେ ନେଇ ଯାଏ

         ଏହିତ ସୁନ୍ଦର ବନ୍ଧୁ

ବନ୍ଧୁର ଭାବନା           ତାକୁକି ଅଜଣା 

          ସିଏତ ଜଗତ ସିନ୍ଧୁ ।


      


Rate this content
Log in

Similar oriya poem from Classics