STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମୋ ଜେଜେ__ଜେଜେମାଆ

ମୋ ଜେଜେ__ଜେଜେମାଆ

1 min
261

 (ଶିଶୁ କବିତା)


ଶିଶୁଟିଏ କହେ ମୋ ପିତା ମାତା ଠୁଁ

 ମୋ ଜେଜେ ଜେଜେ ମାଆ ବଡ଼

ସରଗଠୁଁ ବଡ଼ ମରତଠୁଁ ବଡ଼

 ତାଙ୍କ ଯୋଗୁଁ ହେବି ବଡ଼।


ଜେଜେମାଆ ଗପ ଭଲ ଲାଗେ ଭାରି

 ଅମୃତ ଭଳି ସେ କଥା

ତାଙ୍କ ଆଶୀର୍ବାଦରେ ହୋଇବି ବଡ଼ ମୁଁ

 ଆସୁ ଯେତେ ବିଘ୍ନ ବାଧା।


ମୋ ଜେଜେ ଜେଜେ ମାଆ

 ମୋ ପାଇଁ ଠାକୁର

ତାଙ୍କରି ଆଶିଷ ଲଭି

ମୋ ଜୀବନ ତରୀ ବାହି ନେବି ମୁଁ ଯେ

 ତାଙ୍କରି ଚରଣ ସେବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational