STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ମୋ ହୃଦୟ କହେ

ମୋ ହୃଦୟ କହେ

1 min
168

କେବେ ବନ୍ଧୁ

କେବେ ବାନ୍ଧବୀ

କେବେ ପ୍ରେମିକା

ଏସବୁ ତୁମ ଜଣକର ରୂପ

ଖୋଜୁଛି ସେ ଭିତରେ ତୁମକୁ

ବନ୍ଧୁ ରୂପରେ ସଂପର୍କ ଗଢିଛ ସିନା

ମନ ଚଳଣିରେ ତୁମେ ନିଶ୍ଚେ ବାନ୍ଧବୀ

ପ୍ରେମିକା ହେବାର ଇଛା ଲୁଚେଇ ରଖିଛ

ମୋ ହୃଦୟ କହେ ପୀରତି ଲଗନେ ଭେଟିବା

କହି ଦେବି ପ୍ରିୟେ ମନର ଦରଜା ଖୋଲି ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract