STORYMIRROR

Purnima Prusty

Abstract

2  

Purnima Prusty

Abstract

ମୋ ହାତ ଧରି ଚାଲୁଥା

ମୋ ହାତ ଧରି ଚାଲୁଥା

1 min
433

ଜଣେ ଦେବତା  ଆଉ ଜଣେ ଦେବୀ 

   ୟାଙ୍କୁ ନେଇ ମୋ ମନର ମନ୍ଦିର 


ଜାଣୁ କି ନାହିଁ ତୁ ଜାଣେନା ମୁଁ 

   ତୁ ହିଁ ପ୍ରତିମା ମୋ ଶାଶ୍ୱତ ପ୍ରେମର 


ଦୁନିଆ କହିବ ତୁ ମୋ ଜୀବନ ସାଥୀ 

    ଅପେକ୍ଷା ତତେରେ ଅଫେରା ଅତିଥି 


ମନରେ ମୋ  ଖାଲି ଗୋଟିଏ ଆଶା 

  ସୁଖରେ ହଉ କି ଦୁଃଖରେ


 ମୋ ହାତ ଧରି ଚାଲୁଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract