STORYMIRROR

Pradeep Das

Abstract Inspirational Others

3  

Pradeep Das

Abstract Inspirational Others

ମୋ ଦେଶ

ମୋ ଦେଶ

1 min
114

ଆଇ ଲଭ ମାଇଁ ଇଣ୍ଡିଆ

ଆଇ ଲଭ ମାଇଁ ଇଣ୍ଡିଆ ।


ଯେଉଁ ଦେଶର ଜନତା ସଦା

  ଶାନ୍ତିର ବାରତା କହେ

ହିମାଳୟ ଯାର ମଣ୍ଡେ ଶିଖର

  ସାଗର ଚରଣ ଧୁଏ ।


ଆଇ ଲଭ ମାଇଁ ଇଣ୍ଡିଆ

ଆଇ ଲଭ ମାଇଁ ଇଣ୍ଡିଆ ।


ଶାନ୍ତି ମୈତ୍ରୀ ଅହିଂସାର ଯହିଁ

  କେତନ ଉଡୁ ଥାଏ

ସେଇ ଦେଶରେ ଜନମ ମୋର

  ମୁଁ ତାହାରି ଗୀତି ଗାଏ ।


  ଆଇ ଲଭ ମାଇଁ ଇଣ୍ଡିଆ

  ଆଇ ଲଭ ମାଇଁ ଇଣ୍ଡିଆ ।


 ମୁଁ କହିଲେ ଝରଣା ଗାଏ

 ଆଇ ଲଭ ମାଇଁ ଇଣ୍ଡିଆ

 ମୁଁ କହିଲେ କୋଇଲି ଗାଏ

 ଆଇ ଲଭ ମାଇଁ ଇଣ୍ଡିଆ ।


 ଫଗୁଣ ଯହିଁ ମଳୟ ସଙ୍ଗେ

  କବିତା ସୁରେ ଗାଏ

 ଆଇ ଲଭ ମାଇଁ ଇଣ୍ଡିଆ

 ଆଇ ଲଭ ମାଇଁ ଇଣ୍ଡିଆ ।


ସେଇ ଦେଶରେ ଜନମ ମୋର

 ସେଇ ମୋ ଭାରତ ମାଆ 

 ଆଇ ଲଭ ମାଇଁ ଇଣ୍ଡିଆ

 ଆଇ ଲଭ ମାଇଁ ଇଣ୍ଡିଆ ।



Rate this content
Log in

Similar oriya poem from Abstract