STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ଡାଇରୀ (ପର୍ବ ର ରଙ୍ଗ)

ମୋ ଡାଇରୀ (ପର୍ବ ର ରଙ୍ଗ)

1 min
140

ମୋ ଡାଇରୀ ଆଜି

ନୂଆ କିଛି ଲେଖିବି ।

ଆଜି ପଣା ସଂକ୍ରାନ୍ତି ।

ଓଡ଼ିଆ ନବ ବର୍ଷର

ଅଭିନନନ୍ଦନ।

ଏଇ ଲକ ଡାଉନ ସମୟରେ

ମିଳିଲା ଗୋଟେ ବେଲ।

କ୍ଷୀର, କଦଳୀ ,ଗୋଲମରିଚ ଗୁଣ୍ଡ ଦେଇ

ବୋଉ ବଢିଆ ପଣା କଲେ

ଖlଇଲୁ ଆମେ ମହା ଆନନ୍ଦ ରେ।

ତୁଳସୀ ଙ୍କ ମୂଳରେ ବନ୍ଦl ହେଲା

ଘଟି।

ଆମେ ନିଜ ଘରେ ରହି

ହନୁମାନ ଙ୍କ ଗୁଣ ଗାନ କଲୁ।

ଅତୁଳିତ ବଲଧାମ ହେମ ତୁମେ

ଆଜି ଦିନ ଭଲରେ ରଖ।

ଜୟ ଜଗନ୍ନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract