STORYMIRROR

Chittaranjan Lenka

Abstract Others

2  

Chittaranjan Lenka

Abstract Others

ମୋ ବୋଉ

ମୋ ବୋଉ

1 min
14.1K


କିଛି ନ କହିବି          ଜାଣି ପାରୁଥିଲା

ଅଛି ମୋ ମନ କେମିତି

ଅଦ୍ଭୁତ ଶକତି         ତା ପାଶେ ଦେଖିଛି

ମୋ ବୋଉ ଥିଲା ଏମିତି


ମୋର ଅନୁଭବ       ମୁଁ ତ କହିଦେଲି

ତୁମେ ବି ତ ଜାଣୁଥିବ

ଯଦି ନ ଜାଣିଛ               ନିଜ ବୋଉ ଠାରେ

ମୋ କଥା ପରଖି ନେବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract