STORYMIRROR

Prafulla Kumar Tripathy

Abstract

3  

Prafulla Kumar Tripathy

Abstract

ମୋ ବୋଉ

ମୋ ବୋଉ

1 min
243

ମୋ ବୋଉ

ଆମ ପାଇଁ କେତେ ଓଷା ବ୍ରତ କରିଛି

ନିଜ ପାଇଁ ନିଜେ ନଖାଇ ଆମ ପାଇଁ

ସାଇତି ରଖିଥାଏ ମିଠା ଉଖୁଡା

ମିଠା ମୁଢି ମୁଆଁ ଲୁଚାଇ ରଖିଥାଏ।

ରାତି ପାହିଲେ ଖୁଆଇ ଦେବାକୁ

ନିଜେ ନ ପିନ୍ଧି ଆମକୁ ପିନ୍ଧାଇ ଥାଏ

ନୂଆ ଲୁଗା ନୂଆ ଚାଦର

ପିନ୍ଧାଇ ଥାଏ ସେମାନଙ୍କୁ

ଯିଏ ତାକୁ ଘୋଡାଇ ଦିଅନ୍ତି

ସେ କେବେ ପିନ୍ଧି ନଥିବା ଲୁଗାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract