STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମୋ ବୋଉ🙏 ++++++ମୋ ବୋଉମୋ ବ

ମୋ ବୋଉ🙏 ++++++ମୋ ବୋଉମୋ ବ

1 min
355


 

ମୋ ବୋଉ

ମୋ ବୋଉ

ସୁଖରେ ଦୁଃଖରେ

ହସ ଲୁହ ରେ

  ପାଖେ ପାଖେ ମୋର ଥାଉ।

ମୋ ବୋଉ ।


ମୋ ଆଖିରୁ ଝରି ଲେ ଲୁହ

ତୋ ହୃଦ ରେ ଆସଇ କୋହ

ଶୁଖିଲା ମୁହଁ କୁ ଦେଖି ଦେଲେ ମୋର

କେତେ କଥା ଭାବି ଥାଉ।

  ମୋ ବୋଉ ।


ମୁଁ ରୋଗରେ ହେଲେ କାତ ର

ତୁ ରହି ରାତି ଉଜାଗର

ଦିଅଁ ଙ୍କ ନିକଟେ ମୁଣ୍ଡିଆ ଟେ ମାରି

ମୋ ଶୁଭ ମନାସି ଥାଉ।

ମୋ ବୋଉ ।


ଆଜି ପାଖରେ ନାହୁଁ ତୁ ମୋର

ଥାଇ ତୁ ସରଗ ପୁର

ତୋ ଆଶିଷ ବାରୀ ଦେଉ ଅଛୁ ଢାଳି

ତୋ ପଦେ ମୋର ମଥା ଥାଉ।

ମୋ ବୋଉ ।

 


Rate this content
Log in

Similar oriya poem from Inspirational