STORYMIRROR

BANITA SAHU

Abstract

2  

BANITA SAHU

Abstract

ମୋ ବନ୍ଧୁଙ୍କ ସହ ଦିନଟିଏ

ମୋ ବନ୍ଧୁଙ୍କ ସହ ଦିନଟିଏ

1 min
211

ମନେପଡେ ମୋ ବନ୍ଧୁଙ୍କ କଥା

ସାଥିମେଳେ ଯାଇ ନେଉଥିଲୁ ମଜା

ନାନା ରଙ୍ଗବେରଙ୍ଗର ଚିତ୍ର କରି

ଆଙ୍କୁଥିଲୁ ଚିତ୍ର ତୁଳି ଧରି

ଗୀଷ୍ମ ଛୁଟି ହୋଇଲେ ଭାଇ

ଆମ୍ବ ତୋଳିବାକୁ ଯାଉଥିଲୁ ସାଥିହୋଇ

ଝିପ ଝିପ ବର୍ଷାରେ ଖେଳୁଥିଲୁ ମେଳହୋଇ

କାଗଜ ଡଙ୍ଗା ବନେଇ ଆମ୍ଭେ ଭସାଉ ଥିଲୁ

ବଣଭୋଜି କରି କେତେ ମଜାକରୁ ଥିଲୁ ?

ପ୍ରତିଟି ମୁହୂର୍ତ୍ତରେ ସାଥିହୋଇ ରହୁଥିଲୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract