STORYMIRROR

Jharana Rout

Inspirational

3  

Jharana Rout

Inspirational

ମୋ ବହି

ମୋ ବହି

1 min
220


ତୁ ମୋ ସାଙ୍ଗ ତୁ ମୋ ଆଲୋକ

ତତେ ପାଇଁ ମୋ ଜୀବନ ଧନ୍ୟ

ତୋ ସାଥିରେ ସାଙ୍ଗ ମୁଁ ହୋଇ

 ଖୁସିରେ ବିତଇ ଜୀବନ ମୋର।


ପାଖରେ ବସୁ ମୁରୁକି ହସୁ ଥାଉ

ତତେ ଦେଖିଲେ ନିଦ ବି ଆସେ

ତୋ ପାଁଇ ମୁଁ କେତେ ମାଡ ଖାଇଛି

ସେହି ମାଡରେ ମୁଁ ଶିକ୍ଷା ପାଇଛି ।


ଦୁଃଖରେ ଅଛୁ ସୁଖରେ ବି ଅଛୁ 

ତୁ ମୋର ସବୁଠୁ ପ୍ରିୟ ବନ୍ଧୁ 

ସକାଳୁ ତତେ ନୀତି ଦେଖେରେ 

ସନ୍ଧ୍ୟା ବେଳରେ ତତେ ଖୋଜେରେ ।


ଭଳିକି ଭଳି କେତେ କଥା ଶିଖେ 

 ତୋ ପାଁଇ ମୁଁ ଦୁଇ ପାଦ ଚାଲେ 

ତୁ ମୋ ଅଙ୍ଗ ତୁ ମୋ ବିଦ୍ୟା 

 ତୋ ପାଇଁ ମୁଁ ହୁଏ ଗର୍ବିତ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational