STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ମୋ ଭାରତ -୧

ମୋ ଭାରତ -୧

1 min
135

ମୋ ଭାରତ ମୋ ଭାରତ

ଭାରୀ ଭଲ ଲାଗେ କହିବାକୁ

ଭାରତ ମୋ ଜନ୍ମମାଟି

ଭାରତ ମୋ ଭିଟାମାଟି


ଏଠି ନାହିଁ ଜାତି ଭେଦ

ନାହିଁରେ ରଙ୍ଗ ବୈଷମ୍ୟ

ସଭିଏଁ ଏଠି ଅଟନ୍ତି ସମାନ

ନାହିଁ ଭେଦଭାବ ଲକ୍ଷ୍ୟ


ଭାରୀ ମୁଁ ଗର୍ବିତ ଆଜି

ଜନ୍ମିଛି ବୋଲି ଏ ମାଟିରେ

ସକାଳ ରୁ ସଞ୍ଜ ଜୟଗାନ

କରି ମୁଁ ନିତି ନିତି ପ୍ରଚାରେ


ଭାରତ ମାଟିର କୋଳରେ

ଜନମିଲି ଯେଉଁ ଦିନ

ବାପମାଆ ଖୁସି ହୋଇ କହିଲେ

ଧନ୍ୟବାଦ ଭଗବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract