STORYMIRROR

Susil Pani

Abstract

3  

Susil Pani

Abstract

ମୋ ବାପା

ମୋ ବାପା

1 min
115

           

ମୋ ବାପା ପରି କିଏ ହେବେ ନାହିଁ

                ସରଗଠୁ ବଡ ସେ ମୋ ପାଈଁ

ପିଲା ଜନ୍ମ ଠାରୁ ବଡ ହେବା ଯାଏଁ

                 ଆଦର ଯତ୍ମରେ ପାଳନ୍ତି ସିଏ

ଅଳି ଅରଦଳି ସବୁ ବୁଝନ୍ତି

             ଯାହା ମାଗିଲେ ସେ ଆଣି ଦିଅଁନ୍ତି

ଖାଦ୍ୟ ପେୟ ଆଉ ପୋଷାକ ପତ୍ରରେ

    କରିନାହାନ୍ତି ମୋତେ ଅବହେଳା ବେଳେ

ଦେହ ଖରାପ ହେଲେ କଦବା କୋଚିତ

          ଚିକ୍ରିର୍ସା କରାନ୍ତି ନ କରି ଅବହେଳା

ଜଗି ରଖି ଔଷଧ ଖୁଆନ୍ତି

            ଭଲ ହେବା ଯାଏଁ ପାସେ ରୁହନ୍ତି

ସତ୍ ବାଟରେ ମୁଁ ଚାଲିବା ପାଈଁ

              ଉପଦେସ ଦେଈ କୁହନ୍ତି ବୁଝାଈ

ଆଦର ଯତ୍ମରେ ମୋତେ ବଢାନ୍ତି

 ଦେଶର ସୁନାଗରିକ ହେବା ପାଈଁ ପ୍ରବର୍ତାଅନ୍ତି          

                   

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract