Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4.0  

Prabhas Kumar mohapatra

Inspirational

ମନୋଜ ଦାସ

ମନୋଜ ଦାସ

1 min
860



ମାତୃ ଭାଷା ପ୍ରେମୀ ଗୁରୁ ତୁମେ ବାଗ୍ମୀ

ଜାତି ଝୁରଇ ତୁମକୁ ।

ସରଳ ନିର୍ଭୀକ ତୁମେ ଅଟ ଦାସ 

ଲେଖନୀ ଖୋଜେ ତୁମକୁ ।।

ମାଟି ଝୁରେ ପୁତ୍ର ଭାଇ ଡାକେ ଭ୍ରାତା

ଡାକେ ନ ରୁଷି ଚାଲିଆ ।

ଗଳ୍ପ ଉପନ୍ୟାସ ପ୍ରବନ୍ଧ କବିତା

ସମୃଦ୍ଧ ଭାଷା ଓଡ଼ିଆ ।।

ସୂର୍ଯ୍ୟ ସମ ଅସ୍ତଗାମୀ ହେଲ ତୁମେ

କରି ଆଲୋକିତ ଧରା ।

ଅମଳିନ ତୁମେ ଭାରତ ପାଇ‍ଁ କି

କାଳଜୟୀ ତୁମେ ହୀରା ।।

ତୁମ ପ୍ରତ୍ୟାଗମେ ସ୍ତବ୍ଧ ଆଜି କବି

ସ୍ଥିର ରହିଛି କଲମ ।

ଆସନ୍ତକି ଫେରି ତୁମେ ପୂଜ୍ୟ ଦାସ

ନେଇଣ ପୁଣି ଜନମ ।।

               


Rate this content
Log in

Similar oriya poem from Inspirational