STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ମଣିଷ

ମଣିଷ

1 min
379

ସମୟାନୁବର୍ତ୍ତୀ ମଣିଷଟିଏ

କର୍ତ୍ତବ୍ୟକୁ ଭାବିନିଏ ମାନଦଣ୍ଡ

ଭାବିନିଏ କର୍ତ୍ତବ୍ୟ ତା ପ୍ରଗତିର

ଚାବିକାଠି

ବିପଥଗାମୀ ମଣିଷ,

ପଥ ଖୋଜେ

କିନ୍ତୁ କର୍ମକୋଢ଼ି ମଣିଷ

ନୀତିଭ୍ରଷ୍ଟ ଲତାଟିଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational