STORYMIRROR

Brundabana Pradhan

Children

3  

Brundabana Pradhan

Children

ମନେପଡେ

ମନେପଡେ

1 min
281

ମନେପଡେ ସେ ପିଲାଦିନ 

ମନେପଡେ ସେ ଅଭୂଳା ଦିନ ।

ମନେପଡେ ସେ ଅଳିଭା ସ୍ମୃତି 

ମନେପଡେ ସେ ଅଳେଖା ଗୀତ। 

ମନେପଡେ କେତେ ଆଶା ଉଦ୍ଦୀପନା 

ମନେପଡେ କଥା ତାର ହୁଏ ଆନମନା। 

ମନେପଡେ ସେ ଦୁଃଖର ସଳିତା 

ମନେପଡେ ସେ ଦିନର ଅକୁହା କବିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children