STORYMIRROR

ଅମିତ୍ କୁମାର ସେଠୀ

Classics

4  

ଅମିତ୍ କୁମାର ସେଠୀ

Classics

ମନେ ପଡେ

ମନେ ପଡେ

1 min
234

ମନେ ପଡେ

ସେଇ ଦିନ ର ପ୍ରେମ କାହାଣୀ

ଆଜି ପର୍ଯ୍ୟନ୍ତ ଭୁଲି ପାରୁନି।

ତୋରି କଥା ସବୁ ବେଳେ

ମନେ ପକାଇ କାନ୍ଦେ ରାତିସାରା

ମଦ ପିଇ ମାତାଲ୍ ଅବସ୍ଥାରେ

ଘରକୁ ଫେରେ ଧୀରେ ଧୀରେ ଆସେ

ସୁରୀ ରେ ମୁଁ ହାତ କାଟି ଦେଲି

ଲେଖିଦେଲି ହାତରେ

l Love you ମୁଁ ତୁମ ଭଲ ପାଉଛି।

ତାପରେ ସେ ଆଉ ବଞ୍ଚିଲା ନାହିଁ,

ମରିଗଲା ସବୁ ଦିନ ପାଇଁ

ସମସ୍ତେ କଥା ବୁଝି ପାରିଲେ ନାହିଁ। 


ମନେ ପଡେ... 

ତୁମ କଥା ...

ଭୁଲି ପାରୁନି

କେବେ ତମେ ନାହଁ ।

କେବେ ମୁଁ ନାହିଁ 

ରାତିରେ ଜମା ।

ମତେ ନିନ୍ଦ 

ଲାଗେ ନାହିଁ ।

ମନେ ପଡେସେଇ ଦିନ ର

ପ୍ରେମ କାହାଣୀ ।

ମନେ ପଡେ

ତୁମ କଥା ।

ତୁମେ ମତେ ଭଲପାଇବା ର

ପ୍ରତାରଣାର ଦେଲ ତମେ।

ମନେ ପଡେ .... ତୁମ କଥା...

ଭୁଲି ପାରୁନି ମୁଁ ତମକୁ।


                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics