STORYMIRROR

Brundabana Pradhan

Romance

3  

Brundabana Pradhan

Romance

ମନେ ପଡେ ସେ

ମନେ ପଡେ ସେ

1 min
269

ମନେ ପଡେ ସେ ଥରକୁ ଥର

ଛାତିକି ଆଜି ମୁଁ କରିଛି ପଥର। 

ପ୍ରିୟା ଥିଲା ମୋ ଅତି ନିଜର 

କାହା ଛାୟା ତଳେ ହୋଇଳା ଦୂର। 

ବେନାମି ପ୍ରିୟା ଭଳ ଅଛି ଏଥର 

ଦୂରେ ଥାଇ କେବଳ ରଖୁଛି ଖବର। 

ମନେ ପଡେ ସେ ପିଲାଦିନ 

ମନେ ପଡେ ସେ ଅଭୂଲା ମନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance