STORYMIRROR

BANITA SAHU

Abstract

3  

BANITA SAHU

Abstract

ମନେ ପଡେ ପିଲାଦିନ କଥା

ମନେ ପଡେ ପିଲାଦିନ କଥା

1 min
279

ମୋ ପରିବାର ମୋ ସମ୍ମାନ

କେତେ କରିଥିଲି ଅଭିମାନ

ମନେ ପଡିଯାଏ କେତେ କଥା

ଭୂଲି ହୁଏନା ସେହି ମୋ ଗାଥା

ମାଁ ତ ମତେ କୋଳରେ ଧରି

ନାନା ବାୟା ଗୀତ ଗାଅଇ

ଜହ୍ନ ମାମୁଁଙ୍କୁ ଦେଖାଇ ମୋତେ

ଖୁଆଉ ଥିଲେ ଲବଣି କେତେ

ଅଝଟ ହୋଇଲେ ଖେଳନା ଆଣି

ପାଖେ ବସାଇ ବୁଝାନ୍ତି କହି

ଜେଜେ ମାଁଙ୍କ ବାଘ ମାମୁଁ ଗପ

ଲରି ଗାଇ ଶୁଣାନ୍ତି ଆଗ

ମାଟି ଖେଳନା ବନାଇ ଦେଇ

ଲୁଚି ଲୁଚି ସାଙ୍ଗମେଳେ ଖେଳୁ ଥିଲୁ ଯାଇ

ଆଉ କି ଆସିବ ସେ ଦିନ ଭାଇ

ମନେ ପଡୁଥାଏ ଭୂଲିପାରେନା ମୁହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract