STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ମନ୍ଦିର ମାଳିନୀ ଦେଶ

ମନ୍ଦିର ମାଳିନୀ ଦେଶ

1 min
128

ମନ୍ଦିର ମାଳିନୀ ଭାରତ ମୋ

ଶ୍ରୀଜଗନ୍ନାଥନାଥ ବିରାଜମାନ ପୁରୀରେ

ଦ୍ବାରକାରେ ଦ୍ବାରକାଧୀଶ

ପୁଣି

କାଶୀ ବିଶ୍ଵନାଥ ବାରଣାସୀ ଠାରେ

ବଦ୍ରିନାଥେ ବଦ୍ରିନାଥ

ରାମନାଥ ସ୍ଵାମୀ ରାମେଶ୍ବର ଠାରେ

ସ୍ଵର୍ଣ୍ଣ ମନ୍ଦିର ଯେ ଅଛି ଅମୃତସରରେ

କୋଣାର୍କେ ସୂର୍ଯ୍ୟ ମନ୍ଦିର

କାମାକ୍ଷା କାମଚଣ୍ତୀ

ଆସାମ ରାଜ୍ୟରେ

ତିରୁପତି ପୁଣି ତିରୁମାଲା ଠାରେ

ଆଗ୍ରାରେ ତାଜମହଲ

ବହନ କରେ ବାର୍ତ୍ତା ପ୍ରେମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract