STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ମନ୍ଦାର...

ମନ୍ଦାର...

1 min
135

ଟଗର, କନିଅର, ଦୁଦୁରା... ଆଦି

ଭେଟ ପାଉନି କାହାର

ଆଜି ଭଲ ବାର

କୁହ ମନ ଖୋଲି

ତୁଟି ଯାଉ ମନୁ ସଂଶୟ ଯୁଗର..

କିମ୍ପାଇଁ ପଞ୍ଚ ପାଖୁଡ଼ା ତୁମର

ହସି ହସି କହେ ମନ୍ଦାର

ଓଃ ଏଇ କଥା

ପଞ୍ଚ ମନ ର ସମାହାର

ପଞ୍ଚ ବେଦ ପଞ୍ଚ ଭୂତ ଜହିଁ ଏକାକାର

ପଞ୍ଚ ମାତ୍ରା ପଞ୍ଚାୟତ ପଞ୍ଚମ ସ୍ଵର ର.

ପୁଣ୍ଯ ଶ୍ଲୋକ ଉଚ୍ଚାରଣ କଥା ଗାଥା ସୃଷ୍ଠି ର.

ପୁଣି ମନ ସହ ସଂଯୁକ୍ତ ଅଧୀଶ୍ଵର _ଦାର

ଯେମିତିକି ସୁବେଦାର

ଥାନେ ଦାର

ଚୌକିଦାର

ଜମିଦାର

ମୁଁ ତ ସେଇ ରକମର

ଏଇତ ଭାବମୟ ସଂସାର

ଶକ୍ତି ସତ୍ତା ବିମୋହିତ କୃତି ପ୍ରକୃତି ସ୍ଵାକ୍ଷର

ମୋ କୁଆଁରୀ ପଣ ର ପୁଣ୍ଯ ମୋହର

ପରାଗ ରେ ଝରି ଯାଏ ଦୁଃଖ କ୍ଲେଶ ଏ ଦେହ ର..

କଅଣ..

କିଛି ଭୁଲ୍ କହିଲି କି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract