STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମନ

ମନ

1 min
2

ମନ ଯଦି ନୌକା ହୁଏ, ସେହି ନୌକାରେ 
ମୁଁ ସଂସାର ସାଗର କୁ ପାର ହୁଏ 
ମନ ଯଦି ମନ୍ଦିର ହୁଏ, ସେହି ମନ୍ଦିରରେ 
ମୁଁ ଆରାଧ୍ୟଙ୍କୁ ଭେଟେ, ମନ ଯେବେ ଶାନ୍ତ 
ଗଗନ ହୁଏ, ମୁଁ ତାପରି ବିଶାଳ ସ୍ଵଛ ହୁଏ 
ଆକାଶ ଯେବେ ଛୁଏଁ ମତେ ତା ସ୍ବର୍ଶ 
ମତେ ଅନୁଭୂତ ହୁଏ, ତା ସ୍ପର୍ଶରେ 
ମୁଁ ପୁଲକିତ ହୁଏ, ଭେଟେ ଯେବେ 
ଆରାଧ୍ୟଙ୍କୁ ମନର ମନ୍ଦିରରେ 
ପ୍ରଶ୍ନମାଳା ମନଟା ବଢିବସେ 
ଅସରନ୍ତି ପ୍ରଶ୍ନ, ମନ ସୁକ୍ଷ୍ମ 
ଚିଜଟିଏ, ଆଉ ସେ ପରିବର୍ତ୍ତନଶିଳ
ସମୟ ବଦଳେ, ଋତୁ ବଦଳେ 
ବଦଳେ ମଣିଷ ମନ 
ବଦଳେ ମଣିଷ ସମାଜ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ମନ

ମନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଧର୍ମ

ଧର୍ମ

1 min ପଢ଼ନ୍ତୁ

ଧର୍ମ

ଧର୍ମ

1 min ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ

Similar oriya poem from Abstract