STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ତମେ

ତମେ

1 min
2

ଜୀବନଟା ଶେଯ ନୁହେଁ, ଫୁଲର 
କଣ୍ଟା ବି ମୋ ପାଦରେ ଫୁଟିଛି 
ମୁଁ କ୍ଷତାକ୍ତ ହୋଇଛି 
ତମେ ପଥର ହେଲେ ମୁଁ 
ଧୀର ପାଣି, ତମେ ପବନ 
ହେଲେ ମୁଁ ମହକ ହେବି 
ତମେ ଚେତନା ହେଲେ 
ମୁଁ ଚମକ ହେବି 
ତମେ ଜୀଵନ ହେଲେ 
ମୁଁ ଯାତନା ହେବି 
ତମେ ଦୂର ପାହାଡ଼ ହେଲେ 
ମୁଁ ନିକଟତର ହେବି 
ତମେ ଅପହଞ୍ଚ ଇଲାକାଟିଏ 
ହେଲେ ମୁଁ ପହଂଚିଯିବି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ମନ

ମନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଧର୍ମ

ଧର୍ମ

1 min ପଢ଼ନ୍ତୁ

ଧର୍ମ

ଧର୍ମ

1 min ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ

Similar oriya poem from Inspirational