STORYMIRROR

Akshayakumar Dash

Children

4  

Akshayakumar Dash

Children

ମନ ତୋହାର ନିଜ ଗୁରୁ

ମନ ତୋହାର ନିଜ ଗୁରୁ

1 min
33

ପୃଥିବୀ ଆଙ୍କୁ ଥିଲା ପିଙ୍କୁ

ଜଙ୍ଗଲ ସମୁଦ୍ର ପର୍ବତ ପରେ

ବାକି ରହିଲା ଆକାଶ ଆଉ ସୂର୍ଯ୍ୟ

ପୁଣି ତଳକୁ ନଇଁ ଆଙ୍କି ଚାଲିଲା

ପୃଥିବୀ ଗଢିବା ଲୋକ କୁ ପଚାରିଲି

ତୁମେ କେଉଁଠି ଅଛ କଣ କରୁଚ?


ଗୋଗୁଲ ଦେଖି କହିଲାପରି

ଏଇଠି ମୁଁ ଅଛି ,ପୃଥିବୀ ଗଢଛି।

ଗଛ ଲତା ଭରା ନଈ ନାଳ ଦେଖକେମିତି 

ପଚାରିଲି, ଏହି ପୃଥିବୀର ମାଲିକ କିଏ?

ମୁରୁକି ହସରେ ଡାହାଣ ହାତର ବୁଢା ଆଙ୍ଗୁଳି

ନିଜଆଡକୁ ଦେଖି କହିଲା ମାନେ ମୁଁ

କହିଲି ସାବାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children