STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମନ ପକ୍ଷୀ ରେ,,,ମନ ପକ୍ଷୀ ରେ

ମନ ପକ୍ଷୀ ରେ,,,ମନ ପକ୍ଷୀ ରେ

1 min
197


ମନ ପକ୍ଷୀ ରେ 

ମନ ପକ୍ଷୀ ରେ

  ଉଡ଼ି ଉଡ଼ି ଯିବୁ କନକ ପୁର

କନକ ପୁର ରେ 

ଝଙ୍କଡ଼ ପୀଠ ରେ

 ମାଆ ଶାରଳା ଙ୍କୁ କରି ଜୁହାର

 ଜଣାଇବୁ ଦୁଃଖ ମାଆ ଆଗର।

  ମନ ପକ୍ଷୀ ରେ,,,,,,


ରତ୍ନ ସିଂହାସନ ଉପରେ ବସି ମାଆ

ସଂସାର ର ଦୁଃଖ ସୁଖ ବୁଝୁଛି

ମୂରୁଖ ଜନ ରେ ପଣ୍ଡିତ କରିଛି 

ମୂକ ର ମୁଖ ରେ ଭାଷା ଦେଇଛି

ଶୁନ୍ୟ ଥାଳ ନେଇ 

   କେବେ କେ ଫେରି ନି

   ଏମିତି କା ମାଆ ମୋର।

ମନ ପକ୍ଷୀ ରେ,,,,,,


ଜନମ ତା ହା ତେ ମରମ ତାହାତେ

 ଧରମ ନିକିତି ହା ତେ ଧରିଛି

ପାପୀ ଉଦ୍ଧରୁଛି ତ ପି କୁ ତାରୁଛି

ମାଆ ଶରଣ ଯିଏ ନେଇଛି

ଜଗତ ଯାକ ରେ 

  ଗୋଟିଏ ମୋ ମାଆ

ସନ୍ତାନ କୁ କରେ ନିଜର।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational