STORYMIRROR

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ମନ କଥା

ମନ କଥା

1 min
2.7K


ମନ କଥା ସିନା ଖୋଲି କହିଦେଲେ

ମନ ହୁଅଇ ହାଲକା

ସବୁ ମନ କଥା ଖୋଲି ଦେବ ଯଦି

ପାଇବ ନିଶ୍ଚୟ ଧକ୍କା

କାହାକୁ ଖୋଲିବ କାହାକୁ ରଖିବ

ଭଲ ଭାବେ ବିଚାରିବ

ବ୍ୟତିକ୍ରମ ଯଦି କରିବ ହେ ବନ୍ଧୁ

ମୋ ପରି କଷ୍ଟ ପାଇବ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract