Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Classics Fantasy

3  

Mr.GAGAN BIHARI NAYAK

Classics Fantasy

ମନ ବଗିଚାର ମଧୂପ ପ୍ରଭୁ ହେ

ମନ ବଗିଚାର ମଧୂପ ପ୍ରଭୁ ହେ

1 min
172


ଏ ମନ ବଗିଚାରେ

ତୁମେ ପ୍ରଭୁ ମଧୂମକ୍ଷୀ।

ମୋ ମନ ଫୁଲ ପରେ

ପାଦ ଦିଅ ଟିକେ ଥାପି।

ଯିଏ ରହି ପାଖେ ପାଖେ

ତୁମକୁ ନେଲା ପରଖି ।

ଅଜାଡି ଦେଲ ଐଶ୍ବର୍ଯ୍ଯ

ତୁମେ ପରା ଚକା ଆଖି (୦)

ନିଦାଘକୁ ଦେଲ ମୋତେ

ବହୁଛି ତତଲା ଝାଞ୍ଜି ।

ଚାଲୁଛି କର୍ମ ଆଦରେ

ତୋ ନାମକୁ ଭଜି ଭଜି ।

କଷଣର କଷାଘାତେ

ଜାତନା ଅଣାୟତେ

ପଡି ଉଠି ଚାଲିଛି ମୁଁ

ସବୁ ଦୁଃଖ ଦେଇ ଟେକି (୧)

ସୂଧା ମଧୂ ପରଶି ଦେ,

ଦେଇ ଅମୃତର ଧାରା,

ସବୁ ଛାଡି ଦେଇ ଯେବେ

କରୁଛି ତୋତେ ପସରା ।

କଷ୍ଟଭୋଗେ ଜନ୍ମଦୋଷେ

କର୍ମ ଦେଲ ଅନାୟସେ

ଜନ୍ମ କର୍ମ ଦୋଷ ଦେଇ

ସଜେଇଲ ଚିର ଦୁଃଖି (୨)



Rate this content
Log in

Similar oriya poem from Classics