STORYMIRROR

ସନାତନ ଦାସ

Abstract

4  

ସନାତନ ଦାସ

Abstract

ମଲା ଜହ୍ନ

ମଲା ଜହ୍ନ

1 min
415


ଗଳ୍ପ ଥିଲା ଆମର ଅଳ୍ପ ଦିନର ଜହ୍ନ ଯୋଛନାର ତଳେ,

କେତେ ପ୍ରତିଶ୍ରୁତି କରିଥିଲେ ଆମେ 

ନୀଳ ସାଗର କୂଳେ..!!


ଜହ୍ନକୁ ଆମେ ସାକ୍ଷୀ ରଖି ସାଥୀ ନେଇଥିଲେ କେତେ ଶପଥ,

ଜାଣି ନଥିଲି ଯୋଛନା ଜହ୍ନର

ଜାଲିଦେବ ଆମ ପଥ..!!


ସେଇ ଜହ୍ନ ଟା ମଲା ଜହ୍ନ ହୋଇ ଦାଉ ସାଧିଲା କାଇଁ ଜାଣିନି,

ଯୋଛନା ତାର ଅଶୁଭ ହୋଇଲା

ଯେମିତି ନିଆଁକୁ ପାଣି..!!


ଅମାବାସ୍ୟାର କାଳିମା ଭିତରେ ମଲାଜହ୍ନ ହସୁ ଅଛି,

ତୁମ ପ୍ରେମରେ ପ୍ରତାରଣା ପାଇ ନିଇତି ମୁଁ ମରୁଅଛି..!!


ଆଉ କହୁନାହିଁ ଚାରିଆଡ଼େ ବୁଲି ଆମ ପ୍ରେମ ଶ୍ରେଷ୍ଠ ବୋଲି,

କେମିତି କହିବି ଆମ ପ୍ରେମ ଏବେ

ମଲା ଜହ୍ନ ସହ ଗଲା ଜଳି..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract