STORYMIRROR

DAYANIDHI BAGARTEE

Abstract

2  

DAYANIDHI BAGARTEE

Abstract

ମିଛ ଆଶା

ମିଛ ଆଶା

1 min
84

ମନରେ ଏକ ଆଶା ଦେଇ

ଗୋଲାପୀ ସଲୱାରରେ ସଜେଇ ହୋଇ

             ଫଟୋଟେ ଦେବି କହିଥିଲ,

ତିନିଦିନ ବିତିଗଲା 

ଫଟୋ ପାଇବା ଆଶା ମଉଳିଲା

       ମିଛ ହେଲା ସିନା କଥା ରଖି ନ ପାରିଲ। 

ଜବରଦସ୍ତି ଫଟୋ ମାଗିବିନି

       ଦେଲନି କାହିଁକି କହିବିନି 

             ମାନୁଛି ଭୂୁଲିଯାଇଥିବ ତୁମେ,

ବନ୍ଧୁ ବୋଲି ଯଦି ଭାବୁଥିବ

       ମନର ଭାବନାକୁ ଯଦି ବୁଝୁଥିବ

               କାରଣ ଦର୍ଶାଇବ ତୁମେ। 

ହୃଦୟ ମୋର ସର୍ବଦା ଖୋଲା

      ହୃଦୟର ଭାଷାକୁ ମନ କରେ ଢିଲା

            ଭାବନାକୁ ସଦା ପ୍ରକାଶ କରେ,

ଏ ପୁଣି ବନ୍ଧୁତ୍ୱର ଭାବନା

           ଯା ପାଇଁ ଏତିକି କାମନା

      ହେ ପ୍ରିୟା ବୁଝିଯାଅ ସେ ଭାବନାକୁ ଥରେ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract