Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3.9  

Puspanjali Panda

Abstract

ମହିଳା ଦିବସ ଅନ୍ତାକ୍ଷରୀ

ମହିଳା ଦିବସ ଅନ୍ତାକ୍ଷରୀ

1 min
786



ସବୁ ଅଭିମାନ ଅଭିଯୋଗ

ଆଡ଼କରି

ଅସହାୟ କାକୁସ୍ଥ ପଣର

ଜଡ଼ ସଡ଼ ସତ୍ତା

ରାମାୟଣ ର ଆରମ୍ଭରେ

ଶେଷରେ

ନାୟିକା ପରାଜିତା।


ତା ଥୁରୁ ଥୁରୁ ହାତରେ

ବଣ ଫଳମୂଳ ,କୋଳିର ସୁଆଦ ଚାଖିଲ

ଦାତା ପଣର

ମହାନତାରେ

ରାସ୍ତାରେ ଆଖିପତେଇ ବସିଥିଲା ବୋଲି

ସେମିତି ଦାଣ୍ଡରେ ରାସ୍ତାରେ

ଉଣ୍ଡାଳି ଖୋଜୁଛି

ଅନ୍ୟ ଜଣେ ସେହିପରି

ତ୍ରେତୟା ର ଶବରୀ ପରି।


ରିକ୍ତ ହସ୍ତ ଉପରକୁ ନ ଟେକିଵାଯାଏ

ଦେଖୁନଥିଲ

ସମ୍ପୂର୍ଣ୍ଣ ସମର୍ପଣର ମୁଦ୍ରା ରେ

ନିଜକୁ ଟେକିଦେଲା ପରେ

ଦେଲକଣ!

ଅନେକ ଦୌପଦୀ ଦୁଃଖ ରେ ଅଛନ୍ତି

ମହାଭାରତର ଶେଷାଙ୍କ 

ଅବଝା ଏବେବି।


ବିବସତା ନୁହେଁ ବରଂ

ତମାମ୍ ଆୟୁଷ ର

ଅଭିପ୍ସା ହେଉ

କଂସ ରାବଣ, ମହିଷା

ନାଶ ଯାଆନ୍ତୁ

ମହିଳା ଦୁର୍ବଳା ନୁହେଁ

ସଭିଏଁ ବୁଝନ୍ତୂ ।


Rate this content
Log in

Similar oriya poem from Abstract