Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Rani Behera

Inspirational Others

3  

Smruti Rani Behera

Inspirational Others

ମହେନ୍ଦ୍ର ସିଂ ଧୋନି

ମହେନ୍ଦ୍ର ସିଂ ଧୋନି

1 min
452


ତୁମ ବିନା କ୍ରିକେଟର ଭବିଷ୍ୟତ ଦୃଶ୍ୟମାନ ହେଉନି ,      

ନାମ ତୁମର ମହେନ୍ଦ୍ର ସିଂ ଧୋନି ।                 

କେଉଁ ମାହେନ୍ଦ୍ର ବେଳାର ତୁମର ଜନ୍ମ ହୋଇଥିଲା ।

ଭାରତ ତୁମ ପାଇଁ ମସ୍ତକ ଉଚ୍ଚ କରିପାରିଲା । 

ସାଜିଲ ତୁମେ ଶ୍ରେଷ୍ଠ ଅଧିନାୟକ ଭାରତୀୟ ଦଳର,     

ତୁମ ପାଇଁ ଭାରତୀୟମାନେ ଚାଖିଲେ ସ୍ଵାଦ ସଫଳତାର ।କେତେ ଯେ ସଂଘର୍ଷ ତୁମେ କରିଥିଲ ଜୀବନରେ,       

ସେଥିପାଇଁ ସଫଳତା ଆଜି ପହଞ୍ଚିଛି ତୁମ ପାଦ ତଳେ ।

ପୁଣି ସୈନିକ ସାଜି କରୁଛ ସୁରକ୍ଷା ତୁମେ ଭାରତ ମାଆର, 

ଗୋଟିଏ ତ ହୃଦୟ ଧୋନି ଭାରତୀୟଙ୍କର ତାକୁ ଜିତିବ ଆଉ କେତେ ଥର ।

ସେହ୍ନରେ ଡାକନ୍ତି ତୁମକୁ ମାହି ବୋଲି ସମସ୍ତେ ,

ଭାରତର ଯୋଗ୍ୟ ସନ୍ତାନକୁ ଆମ ଭାରତୀୟଙ୍କର ନମସ୍ତେ ।


Rate this content
Log in