Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Rani Behera

Children Stories Tragedy Inspirational

3  

Smruti Rani Behera

Children Stories Tragedy Inspirational

ପିତା ମାତା

ପିତା ମାତା

1 min
309


ପିତା ମାତା ଶବ୍ଦ ଠାରୁ ବଡ କିଛି ନାହିଁ,        

ଜଗତେ ଏହାର ତୁଳନା କିଛି ନାହିଁ।         


ମୁଁ ଆତ୍ମା ହେଲେ ତୁମେ ଦୁହେଁ ମୋ ଶରୀର,      

ଶରୀର ଠାରୁ ଆତ୍ମା ରହି କି ପାରିବ ଦୂର ।                         


ମୋର ଆଳି ଅଝଟ ସବୁ ତୁମେ ପୂରଣ କର ,      

ଯେତେ କଷ୍ଟ ହେଲେ ତୁମେ ବକ୍ଷେ ଚାପି ଧର ।     


ଦୁଷ୍ଟ ହେଲେ ମୋତେ ଗାଳି ଦେଇ ଦେଖେଇ ହୁଅ ତୁମେ ନିର୍ଦ୍ଦୟ,                 

କିନ୍ତୁ ମୁଁ ଜାଣେ ପୁଷ୍ପ ଠାରୁ ଅଧିକ କୋମଳ ତୁମ ହୃଦୟ ।                    


ପିତା ମାତା ତୁମେ ଦୁହେଁ ମୋର ଦୁଇ ନୟନ,      

ମୋ ପାଇଁ ତୁମେ ଦେବତା ସମାନ ।        


ଆଉ କାହିଁ ପାଇଁ ଯିବି ମୁଁ ମନ୍ଦିର,         

କାହିଁକି ମାଗିବି ପାଷାଣକୁ ବର ।                            


ମୋ ପାଖେ ଅଛନ୍ତି ମୋ ଚଳନ୍ତି ଠାକୁର,       

ତାଙ୍କ ଆଗେ ନିତି ଯୋଡିଥିବି ମୁଁ କର ।



Rate this content
Log in