Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Rani Behera

Tragedy Inspirational

3  

Smruti Rani Behera

Tragedy Inspirational

ଭାରତୀୟ ସେନା ମହାନ

ଭାରତୀୟ ସେନା ମହାନ

1 min
352


ବୀରତ୍ଵର ଗାଆ ଗାନ କରି ଆଗେଇ ଆସିଛ ସୈନିକ ଭାଇ  

ଭାରତ ମାଆର ମାନ ରଖିବା ପାଇଁ ଶପଥ ନେଇ ।    


ଶତ୍ରୁ ଠାରୁ ମାଆକୁ ରକ୍ଷା କରିବା ପାଇଁ        

ଆସିଛ ଦୂରେଇ ପରିବାର ଠାରୁ ସେହ୍ନ ଡୋରି ଛିଣ୍ଡାଇ ।                    


ରଖୁଛ ମାଆର ମାନ             

ମିଶି ଯାଉ ପଛେ ଦେଶ ମାଟିରେ ତୁମ ଜୀବନ ।     


ତୁମ ପାଇଁ ଆଜି ସୁରକ୍ଷିତ ଆଗଣିତ ଭାରତବାସୀ    

ଭାରତୀୟ ସେନା ତୁମେ ଭାରୀ ସାହାସୀ ।                        


ଶତ୍ରୁ ରକ୍ତରେ ରଞ୍ଜିତ କରୁଛି ମାଆର ଶରୀର     

ତୁମେ ମହାବଳୀ ଭୀମଙ୍କ ଠାରୁ ବି ଶ୍ରେଷ୍ଠ ବୀର ।   


ଦେଇ ବଳିଦାନ ରଖୁଛ ମାଆର ସମ୍ମାନ        

ମୃତ୍ୟୁ ପରେ ବି ଶୁଭୁଛି ତୁମ ଜୟ ଜୟ ମାନ ।                        


କେବଳ ମୃତ ତୁମ ଶରୀର           

ମୃତ୍ୟୁ ପରେ ବି ଆତ୍ମା ତୁମ ଅମର ।        


ହେ ଭାରତୀୟ ସେନା ବୀର ବାରା ମାନ       

ତୁମକୁ ଭାରତବାସୀଙ୍କର କୋଟି ପ୍ରଣାମ ।  



Rate this content
Log in

Similar oriya poem from Tragedy