STORYMIRROR

Smruti Rani Behera

Abstract Inspirational Children

3  

Smruti Rani Behera

Abstract Inspirational Children

ମାଆ ମମତାମୟୀ

ମାଆ ମମତାମୟୀ

1 min
279

ଏ ମର୍ତ୍ତ୍ୟ ମଣ୍ଡଳକୁ ଆସିଛି ମାଆ ତୁମରି କାରଣରୁ,       

ଲିଭିବନି ମାଆ କେବେ ତୁମ ନାମ ହୃଦୟରୁ ।         

କେତେ ଦୁଃଖ ଯନ୍ତ୍ରଣା ସହି ଦେଇଛ ଜନ୍ମ,            

ତୁମ ପାଇଁ ସନ୍ତାନ ହିଁ ତୁମ ଜୀବନ ।                                                    

ସନ୍ତାନ ପାଇଁ ଲଢ଼ି ଯାଅ ସଂସାର ସାଥିରେ,           

ତୁମ ସାଥେ ବନ୍ଧା ମୁଁ ତୁମ ମମତା ଡେରୀରେ ।        

ସଂସାରେ ନାହିଁ କେହି ହେବାକୁ ତୁମ ସଂଗେ ତୁଳନା,     

ଶବ୍ଦ ବି କମ୍ ପଡିଯିବ ମାଆ କରିବାକୁ ତୁମ ବର୍ଣ୍ଣନା ।                                              

ମୂଲ୍ୟ ରତ୍ନ ଠାରୁ ଅଧିକ ଉଜ୍ଜ୍ଵଳ ତୁମ ହୃଦୟ,        

ତୁମ ହସ୍ତ ମୋ ମସ୍ତକେ ରହିଲେ କରିବି ନିଶ୍ଚେ ମୁଁ ଏ ବିଶ୍ଵକୁ ଜୟ ।                     

ମୂର୍ତ୍ତ ପୁରୀ ବି ସ୍ୱର୍ଗ ଲାଗେ ଯେବେ ମାଆ ତୁମେ ହସି ଦିଅ ,  ଈଶ୍ଵରଙ୍କ କୃପାରୁ ମାଆ ତୁମେ ସଦା ସୁଖେ ଥାଅ ।  


Rate this content
Log in

Similar oriya poem from Abstract