STORYMIRROR

Gayatri Singh

Abstract Inspirational Others

3  

Gayatri Singh

Abstract Inspirational Others

ମହାତ୍ମା

ମହାତ୍ମା

1 min
402


ସେ ଥିଲେ ସଂଗ୍ରାମୀ 

ଅହିଂସା ର ପୂଜାରୀ

ଯିଏ ସ୍ୱପ୍ନ ଦେଖିଥିଲେ ରାମ ରାଜ୍ୟର

ଯିଏ ସ୍ୱପ୍ନ ଦେଖିଥିଲେ ସ୍ୱଚ୍ଛ ଭାରତର

ଯିଏ ସ୍ୱପ୍ନ ଦେଖିଥିଲେ ଗଢି ତୋଳିବା ପାଇଁ ସୁନାର ଭାରତ ।

ଯିଏ ଆମକୁ ସମର୍ପି ଯାଇଥିଲେ

ତାଙ୍କର ଅଧା ଗଢ଼ା ସ୍ୱପ୍ନର ଭାରତ କୁ

ଆଜି ସମୀକ୍ଷାର ବେଳା ଉପନୀତ

ପ୍ରତ୍ୟେକ ବ୍ୟକ୍ତି ବିଶେଷ

ନିରୋଳା ମୁହୂର୍ତ୍ତରେ ନିଜକୁ 

ସମୀକ୍ଷା କରିବାକୁ ହେବ

ଆମେ କେତେ ସଫଳ ସେ ଦିଗରେ

ଏମିତି ପ୍ରୟାସ ଜାରି ରହିଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract