STORYMIRROR

Ghanashyam Biswal

Fantasy

2  

Ghanashyam Biswal

Fantasy

ମହାପାପ

ମହାପାପ

1 min
131

ନିଜକୁ ଦୁର୍ବଳ

ଆଉ ହୀନ ମନେ କରିବା

ପରକୁ ଆଘାତ ଦେଇ

ନିଜେ ଖୁସି ଅନୁଭବ କରିବା

ନିଜ ସ୍ୱାର୍ଥ ପାଇଁ

ଜାତିର ସ୍ୱାର୍ଥକୁ ଜାଳି ପୋଡ଼ି ପାଉଁଶ କରିବା

ମଣିଷକୁ ନୀଚ ଦୃଷ୍ଟିରେ ଦେଖିବା

ଅଭାବେ ସ୍ଵଭାଵକୁ ନଷ୍ଟ କରିବା

ନିରୀହଙ୍କୁ ନିଜର କ୍ଷମତା ଦେଖାଇବା

ଭିକାରୀକୁ ଗାଳି କରିବା

ଛୋଟ ଜାତି ଓ ବଡ଼ ଜାତିର ଭାବନା ରଖିବା

ମଣିଷ ହୋଇ କୁକୁର ଆଚରଣ କରିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy