STORYMIRROR

jyotsna mayee panda

Classics Others

2  

jyotsna mayee panda

Classics Others

ମହା ଗୌରୀ

ମହା ଗୌରୀ

1 min
144

ଶୁକ୍ଳ ବସ୍ତ୍ର ପରିହିତା,,,

ଶ୍ଵେତାମ୍ବରି ପରିଧାନୀ,,,

କଳ ମଜରୀ ରଂଜନୀ,,

ଶୁମ୍ଭ ନିଶୁମ୍ଭ ହନିନି,,,

ମହାଗୌରୀ ମା ଶିବାନୀ,,,,,

ବୃଷଭ ବାହନୀ ମା...

ତ୍ରିଶୂଳ, ଡ଼ମ୍ବୁରୁ ଧାରିଣୀ,,,,

ପାର୍ବତୀ ଯୋଗମୁଦ୍ରା ତୁ,,,

ହରିଦ୍ୱାରେ ନିବାସିନୀ,,,,

କାଳରାତ୍ରି ରୁପ ରେ ତୁମେ,,,,

ମହାକାଳୀ ବୋଲାଇଲ,,,,

ବ୍ରହ୍ମା ବରେ ମାନସରୋବରେ..

ସ୍ନାନ ଯେ କଲ ,,,,,,

ମହାମ୍ବାଇ, ମହାକାଳୀ

ଶୁକ୍ଲାମ୍ବରି ବୋଲାଇଲ,,,,

କନ୍ୟା ରୂପେ ପୂଜା ପାଇ

ମହା ଗୌରୀ ହେଲ,,,

ତୁମେ ଯୋଗମାୟା ହୋଇ,,,,

ଅମ୍ବିକା ବୋଲାଇଲ

ସୁନ୍ଦର ସ୍ୱାମୀ ପ୍ରପାତେ,,,,,,,

ସହାୟକ ହେଲ,,,,

ମହା ଗୌରୀ, ମହାକାଳୀ..

ତୁ ଆଦି ଭବାନୀ,,,,,,

ସୁଖ, ସମୃଦ୍ଧି ଦାୟିନୀ,,,,,

ଅଭୟ ବର ପ୍ରଦାୟିନୀ,,,,

ତୁହି ମା ଅଟୁ ଶିବାନୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics